ରାଜ୍ୟରୁ ରପ୍ତାନୀ ହେଉଛି ଗଞ୍ଜେଇ, ଆମଦାନୀ ହେଉଛି ବ୍ରାଉନସୁଗାର । ୨୦୨୦ ଅପେକ୍ଷା ୨୦୨୧ ସାମ୍ନାକୁ ଆସିଛି ଅଧିକ ମାମଲା । କେବଳ ଜବତ କରୁଥିବା ବେଳେ ରୁଟରେ ପହଞ୍ଚିବାରେ ଫେଲ୍ ଏସଆଇଟି । ପ୍ରଶ୍ନ, ବାହାର ରାଜ୍ୟର କିଙ୍ଗପିନଙ୍କ ପାଖରେ କେବେ ପହଁଞ୍ଚିବ ଆଇନର ହାତ?
#drugsmuggling #BrownSugar #policeseized #smugglers #Odisha #ArgusNews