#କାହିଁକି_କମିବା_ବଦଳରେ_ବଢ଼ୁଛି_ସଡକ_ଦୁର୍ଘଟଣା ?
#ଓଡିଶା_ଆସି_ଅଡିଟ_କରିବ_ଦିଲ୍ଲୀର_ଏକ_ସଂସ୍ଥା
ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ। ଏଥିପାଇଁ ଅଡିଟ୍ ଲାଗି ନୂଆ ସଂସ୍ଥାକୁ ନିଯୁକ୍ତ ଦେଇଛନ୍ତି ସୁପ୍ରିମକୋର୍ଟ। ଦୁର୍ଘଟଣା କମାଇବାକୁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାହାର ଅଡିଟ କରିବ ଏହି ସଂସ୍ଥା । ରାଜ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ଦୁର୍ଘଟଣା ହାର ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।...
#odisha #ArgusNews #RoadAccident #audit #accident