ଯାଜପୁର ଜିଲ୍ଳାରେ କ୍ରୀଡାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କ୍ରୀଡା ଭିତିଭୂମିକୁ ପ୍ରୋତ୍ସାହନ ଦିଆଯାଇଛି ସେଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ହକି ଷ୍ଟାଡିୟମ୍ , ଇନଡୋର ଷ୍ଟାଡିୟମ ସହ ସୁଇମିଙ୍ଗପୁଲ ଓ ସ୍ପୋଡର୍ସ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଏହି ସବୁ ପ୍ରକଳ୍ପର କାର୍ଯ୍ୟ ୨୦୧୯ରେ ଶେଷ ହେବାକୁ ଥିବା ବେଳେ କାମ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠିଛି
#Jajpur #SportsStadium #Odisha #ArgusNews