#କୋଇ_ଭାଇ_ନେହିଁ_ଗ୍ରୁପର_ଭାଇ_କିଏ
କେବିଏନ ଗ୍ରୁପ ପଛରେ କେଉଁ ବଡ ଭାଇର ହାତ। କାହା ସାହାସରେ ରାଜଧାନୀରେ ଫୁଚୁଥିଲା ଗୁଳି । କାହାଠୁ ପାଉଥିଲେ ଏତେ ସାହାସ । କେବିଏନ ଗ୍ରୁପର ଆତଙ୍କ ଦେଖି କାହିଁକି ଚୁପ ବସୁଥିଲା ପୋଲିସ । ରାଜଧାନୀର କେବିଏନ ଗ୍ରୁପକୁ ନେଇ ଏବେ ଅନେକ ଚର୍ଚ୍ଚା ।
#Bhubaneswar #commissioneratepolice #KBN #police #Group #Odisha #ArgusNews