#କାହିଁକି_ମୁହଁ_ଖୋଲୁନାହାନ୍ତି_ରଣେନ୍ଦ୍ର
ସମବାୟ ମହାଦୁର୍ନୀତି କଥା ପଚାରିଲେ ମୁହଁ ଆଡେଇ ଚାଲିଯାଉଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ । ଟଙ୍କା ଲୁଟ କଥା ପଚାରିଲେ ମନ୍ତ୍ରୀଙ୍କ ମୁହଁରେ ଜବାବ ନାହିଁ । କାହିଁକି ଚୁପ ରଣେନ୍ଦ୍ର । ଚାଷୀଙ୍କ କଥା ପଚାରିଲେ କାହିଁକି ଦୁରେଇ ଯାଉଛନ୍ତି ମନ୍ତ୍ରୀ ।
#SamabayaScam #Minister #ranendraswain #farmers #Odisha #ArgusNews