ବିଶୁଦ୍ଧ ପଣିରୁ ବଞ୍ଚିତ ଉପାନ୍ତବାସୀ । ଫେଲ୍ ମାରିଛି ବସୁଧା ଯୋଜନା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବୋଡେନ୍ ଗାଁ । 10 ହଜାରରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି ।.. ଗାଁରେ ପାନୀୟ ଜଳ ପାଇଁ ଅନେକ ଗୁଡାଏ ନଳକୂପ ରହିଛି । ହେଲେ ସେଥିରୁ ଫ୍ଲୋରାଇଡ୍ ପାଣି ବାହାରୁଥିବାବେଳେ ତାକୁ ପିଇ ଦେହ ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
#BasudhaYojana #Kalahandi #Dharmagarh #Bowden #waterissue #leak #Odisha #ArgusNews