#କିଏ_ଏହି_ଯୁବତୀ_କାହିଁକି_ହେଉଛନ୍ତି_ଗାରୁଗାରୁ
#ପଦମପୁର_ବାସୀଙ୍କ_ଉପରେ_କାହିଁକି_ଝାଡୁଛନ୍ତି_ଅସନ୍ତୋଷ
#ଆଉ_ଗଣମାଧ୍ୟମ_ଉପରେ_କାହିଁକି_ସୁଝାଉଛନ୍ତି_ରାଗ
ନିଜକୁ ସମାଜସେବୀ ବୋଲି କହୁଥିବା ଏହି ଯୁବତୀ ଜଣଙ୍କ କେଉଁ ଦଳ ପାଇଁ ରୋଷାଇ କରିବାର ଦାୟିତ୍ୱ ନେଇଥିଲେ କି ? ତାହାହେଲେ ତାଙ୍କର 10 ଲକ୍ଷ ଟଙ୍କା ବରବାଦ ହୋଇଗଲା ବୋଲି କାହିଁକି କହୁଛନ୍ତି । କାହାପାଇଁ ଆୟୋଜନ ହୋଇଥିଲା ଏହି ଭୋଜିଭାତ ।
#padmapur #ByElection #woman #Odisha #ArgusNews