ରୋଚକ ମୋଡରେ କଟକ ମହାନଗର ନିଗମର ୩୯ ନମ୍ବର ୱାର୍ଡ। ସ୍ବାଧିନ ପ୍ରାର୍ଥୀ ଲୋକନାଥ ଲେଙ୍କାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ କିଏ କରିଥିଲା ଆବେଦନ। କାହିଁକି ନିଜକୁ ଅଜ୍ଞାତବାସରେ ରଖିଥିଲେ ଲୋକନାଥ। ଏଥିପାଇଁ ଏକ ବଡ ଷଡ଼ଯନ୍ତ୍ର କରାଯାଇଥିବା ତାଙ୍କ ପତ୍ନୀ କହିଥିବା ବେଳେ ଏବେ ନିଜ ସୁରକ୍ଷା ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଲୋକନାଥ।
#Cuttack #MunicipalityElection #Withdrawal #CuttackPolice #Election #Odisha #ArgusNews