#କିଏ_ବୁଝିବ_କମାରଙ୍କ_ଦୁଃଖ?
କଥାରେ ଅଛି ବୃତ୍ତି ମୋର ପୋଷେ କୁଟୁମ୍ବ । ଆଉ ଯଦି କୁଳ ବେଉସା ବୁଡ଼ିବା ଆରମ୍ଭ କରେ ତାହେଲେ ପରିବାର ଚଳାଇବା ବହୁତ କଷ୍ଟ ହୋଇପଡେ । ବିଜ୍ଞାନ ଯୁଗର ବିଭିନ୍ନ ଯନ୍ତ୍ରପାତି ଏବେ କମାର ସଂପ୍ରଦାୟର କୌଳିକ ବୃତ୍ତିକୁ ପ୍ରଭାବିତ କରିଛି । ନୂଆପଡ଼ା ଜିଲ୍ଲାରୁ ଦେଖିବା ଏକ ରିପୋର୍ଟ
#ArgusNews #Odisha #ArgusNewsTV #Nuapada #Kamara #Technology #Machine