#କିଏ_ଶୁଣିବ_ଜଙ୍ଗଲୀ_ମଣିଷଙ୍କ_ଦୁଃଖ?
ବର୍ଷ ବର୍ଷ ପରେ ବି ବାଟ ହୁଡୁଛି ବିକାଶ । ନା ଆଗକୁ ଯାଇପାରୁଛି ନା ଦୁର୍ଗମ ଅଞ୍ଚଳକୁ ପହଞ୍ଚି ପାରୁଛି । ସତେ ଯେମିତି ପଙ୍ଗୁ ହୋଇ ଯାଇଛି ବିକାଶ । ଯାହାର ଜ୍ବଳନ୍ତ ଉଦାହରଣ ନୂଆପଡ଼ା ଜିଲ୍ଲାର ବଣ ପାହାଡ ଘେରା ଭାଲୁପାନି ଗାଁ ।
#Nuapada #bhalupani #inaccessiblearea #Forestearea #Devlopment #Odisha #ArgusNews