ବିଜେଡିରେ ରହି ବାଲିପାଟଣା ପଂଚୟାତରେ ସମସ୍ତ ସମାଜ କଲ୍ୟାଣ ସହ ଦଳୀୟ ଭିତ୍ତିକ କାର୍ଯ୍ୟ କରିଛନ୍ତି ହେଲେ ତାଙ୍କ ବିରୋଧରେ କେହି ଏକ ବିରାଟ ଚକ୍ରାନ୍ତ କରି ତାଙ୍କୁ ବଦନାମ କରାଯାଉଛି ବୋଲି ଅଧକ୍ଷା ମନୀଷା ଚୌଧୁରୀ ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ।
#BJD #Chairman #Balianta #Odisha #ArgusNews