କିଛି ବି କାମରେ ଆସୁନି ବିଜୁ ସ୍ୱସ୍ଥ୍ୟ କାର୍ଡ । ଶଯ୍ୟାଶାୟୀ ଘରର ମୁରବି ହରିଶ୍ଚନ୍ଦ୍ର । ଦିନକୁ ଦିନ ପେଟ ଫୁଲିବା ସହ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅର୍ଥ ସାଜିଛି ବାଧକ। ଲୋଡ଼ା ପଡିଛି ସରକାରୀ ସହାୟତା ।
#Healthcard #Harischandra #abdomen #money #Ganjam #patrapur #Odisha #ArgusNews