ଦୀର୍ଘ ସାତ ବର୍ଷ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହେବାପରେ ଏବେ ସମ୍ପୂର୍ଣ୍ଣ ଅକ୍ଷମ। ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ। ନିୟତିର ଗତି ବଡ଼ ବିଚିତ୍ର। ସୁଖ ଓ ଦୁଃଖ ଗୋଟିଏ ଟଙ୍କାର ଦୁଇ ପାର୍ଶ୍ଵ ଭଳି। କଥାରେ ଅଛି ଯେତେବେଳେ ବିପଦ ବା ଦୁଃଖ ଆସେ ସେତେବେଳେ ତା ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥିଙ୍କୁ ଧରିକି ଆସେ ।
#Cuttack #kisannagar #KidneyProblem #treatment #help #odisha #ArgusNews