ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କଠାରୁ ଇନକମ ଟ୍ୟାକ୍ସ ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀ । ଲାଞ୍ଚ ନେଲା ବେଳେ ଧରିଲା ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ୍ ।
#juniorclerk #Dhenkanal #Vigilance #Raid #OdishaNews #ArgusNews