#କିଷାନ_କାର୍ଡ_ନାଁରେ_ଚାଷୀଙ୍କୁ_ଠକେଇ
ଚାଷୀମାନେ କିଷାନ କାର୍ଡ ପାଇଲେ ସେଥିରେ ସମସ୍ତ ସୁବିଧା ମିଳିବ କହି ଠକେଇ ହୋଇଛି । କିଷାନ ସଭା ନାମରେ କାର୍ଡ ଦେଇ ଠକାମି କରାଯାଇଥିବା ଅଭିଯୋଗ ଉଠାଇଛନ୍ତି ଶହ ଶହ ଚାଷୀ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଚାଷୀଖଣ୍ଡ ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ।
#Jagatsinghpur #FarmersProblem #KisanCard #corrosion #cheatingfarmers #Odisha #ArgusNews