କିଷାନ କାର୍ଡ ନାଁ ରେ ଲୋକଙ୍କୁ ଲୁଟିଲେ ଅସାଧୁ ଯୁବକ । ଟାଙ୍ଗି ଚୌଦ୍ବାର ନପଙ୍କ ପଞ୍ଚାୟତରେ ଥିବା ଗ୍ରାମବାସୀଙ୍କୁ ୨୫୦ ଟଙ୍କାରେ କାର୍ଡ କଲେ କୃଷି ଉପରେ ସମସ୍ତ ସୁବିଧା ମିଳିବା ସହ ଡାକ୍ତରଖାନାରେ ସୁବିଧା ମିଳିବ କହି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।
#Cuttack #Choudwar #KisanCard #cheating #Complaint #Odisha #ArgusNews