#କାହିଁକି_ଆତ୍ମହତ୍ୟା_କଲେ_କୈଳାସ ?
#ପ୍ରାକୃତିକ_ଦୁର୍ବିପାକରେ_ଚାଷୀଙ୍କୁ_ବଳ_ଦେବ_କିଏ ?
କୀଟନାଶକ ପିଇ ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟାର ଅଭିଯୋଗ। ଏମିତି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଉଲୁମା ଗାଁରୁ। ଗୋଟିଏ ପଟେ ରୁଣ ଭାର ସୁଜି ନ ପାରିବା ଅନ୍ୟପଟେ ବର୍ଷକର ଫସଲବାତ୍ୟା ଜୱାଦର ପ୍ରଭାବରେ ଲଗାଣ ବର୍ଷା ରେ ନଷ୍ଟ ହୋଇଯିବା ଯୋଙ୍ଗୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
#Ganjam #Farmers #Odisha #ArgusNews