#କୁଆଡେ_ଗଲା_ରାଜ୍ୟ_ପର୍ଯ୍ୟଟନ_ବିଭାଗର_ମାଷ୍ଟର_ପ୍ଲାନ ?
#ରାଜ୍ୟ_ପର୍ଯ୍ୟଟନ_ପ୍ରତି_କାହିଁକି_ବିମୁଖ_ପର୍ଯ୍ୟଟକ ?
ଚିତପଟାଙ୍ଗ ମାରିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ମାଷ୍ଟର ପ୍ଲାନ। ଅନେକ ଯୋଜନା ସତ୍ତ୍ବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଫେଲ୍ ରାଜ୍ୟ ସରକାର। ପ୍ରତିବର୍ଷ କମୁଛନ୍ତି ପର୍ଯ୍ୟଟକ। ସେ ଦେଶୀ ହୁଅନ୍ତୁ ଅବା ବିଦେଶୀ ଓଡ଼ିଶା ପ୍ରତି ବିମୁଖ ପର୍ଯ୍ୟଟକ
#tourism #odishatourism #Odisha #ArgusNews