#ଶିକ୍ଷାମନ୍ତ୍ରୀ_ସମୀର_ଦାଶଙ୍କ_ବୈଠକରେ_ଜିଲ୍ଲାପାଳଙ୍କ_ଦେଖାନାହିଁ
#କୁଆଡେ_ଗଲେ_ଗଜପତି_କଲେକ୍ଟର
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ନେଇ ସନ୍ଦେହ ଘେରରେ ପୂରା ଜିଲ୍ଲା ପ୍ରଶାସନ । ଜଗୁଳିଆଳିଙ୍କ ବୟାନ ପରେ ଜିଲ୍ଲାପାଳ ଉଭାନ । ମନ୍ତ୍ରୀଙ୍କ ବୈଠରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
#ArgusNews #Odisha #ACF #Soumyaranjan #muder #Minister #Gajapati #collecte