ନିକଟରେ ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଚାଷ ଜମି ନଷ୍ଟ ସହ ଘର ବାଡ଼ିରେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଯାହା ଫଳରେ ଅତିଷ୍ଠ ହୋଇ କୁଜଙ୍ଗ ବ୍ଲକର ୪ ପଂଚାୟତର ଲୋକମାନେ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ
#Jagatsinghpur #Kujanga #Peopleprotest #Drainage #waterloggig #Odisha #ArgusNews