କୁଟିଆ କନ୍ଧଙ୍କ ପାରମ୍ପରିକ 'ବୁର୍ଲାଙ୍ଗ ଯାତ୍ରା' । ଆଜି ବି ବଞ୍ଚି ରହିଛି ଏହି ନିଆରା ଯାତ୍ରା । ପାରମ୍ପରିକ ବାଜା ନାଚ ଗୀତର ତାଳେ ତାଳେ ସଭିଏଁ ମସଗୁଲ । କୁଟିଆ କନ୍ଧ ଜନଜାତି ହେଉଛି କୃଷି ଜୀବି ।
#BurlangJatra #KutiaKandhFestival #tribals #traditional #Kandhamal #Odisha #ArgusNews