#ପାରମ୍ପାରିକ_ବାଦ୍ୟ_ଯନ୍ତ୍ର_ସହ_ନାଚ_ଗୀତରେ_ମସଗୁଲ_ସଭିଏଁ
ଖୁଣ୍ଟରେ ବନ୍ଧା ହୋଇଛନ୍ତି ଗୋରୁ । ଆଉ ମହିଳା ମାନେ ହାତରେ ବନ୍ଦାପନା ଥାଳି ଧରି ଗୋରୁ ମାନଙ୍କୁ ପୂଜା କରୁଛନ୍ତି । ଅନ୍ୟପଟେ ଆଦିବାସୀ ପାରମ୍ପାରିକ ବାଦ୍ୟ ଧୁମ୍ସା ଓ ମାଦଳର ତଳେ ତଳେ ନାଚ ଗୀତ କରି ଗୋରୁଗାଈଙ୍କ ସହ ଖେଳ ଖେଳୁଛନ୍ତି ଲୋକେ ।
#Mayurbhanj #cow #cowfestival #Women #Dance #song #Odisha #ArgusNews