#କୁନି_ଝିଅର_ମାଙ୍କଡ_ସହିତ_ଅଜବ_ପ୍ରେମ
ତୁ ମାଙ୍କଡ ମା' ର କୁନି ପୁଅ , ମୁଁ ମଣିଷ ମା'ର କୁନି ଝିଅ
ଛାତ ଉପରେ କୁନି ଝିଅର ମା' ମାଙ୍କଡ ଓ ମାଙ୍କଡ ଛୁଆ ମାନଙ୍କ ସହ ମଉଜିଆ ଖେଳ । ମଣିଷ ଓ ମାଙ୍କଡଙ୍କ ମଧ୍ୟରେ ଅଜବ ପ୍ରେମର ଗଜବ ଭାଇରାଲ ଭିଡିଓ ।
#ViralVideo #animalslover #monkeylove #littlegirl #babymonkey #ArgusNews