#କୁନି_ବୟସରେ_କମାଲ_କଲେ_ସୌମ୍ୟାଶ୍ରୀ !
ଛୋଟ ବୟସରେ ଢେର ଜ୍ଞାନ। କ୍ଷିପ୍ର ସ୍ମରଣ ଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସେ ସାମିଲ ହୋଇଛନ୍ତି । ବୟସ କିନ୍ତୁ ମାତ୍ର ୩ ବର୍ଷ ୧୦ ମାସ । ଅତି କୁନି ବୟସରେ ଅନେକ ପ୍ରଶ୍ନର ଉତ୍ତର ଦେଇ ପାରୁଥିବାର ଏବେ ସେ ଚର୍ଚ୍ଚାରେ
#Bhubaneswar #Talentedchild #IndiaBookOfRecord #LittleGirl #Odisha #ArgusNews