#କୁନି_ଝିଅର_କରୋନା_ସଚେତନତା
କରୋନା ନେଇ ଗୀତ ଏବଂ ଡ୍ୟାନସ ମାଧ୍ୟମରେ ସଚେତନ କରାଉଛନ୍ତି ବ୍ରହ୍ମପୁରର ୯ବର୍ଷୀୟ ଝିଅ ସୋନାକ୍ଷି ସାହୁ । ବ୍ରହ୍ମପୁରର ସରସ୍ୱତୀ ବିଦ୍ୟା ମନ୍ଦିରରେ ପଢୁଥିବା ସୋନାକ୍ଷୀ ପିପିଇ କିଟ୍, ମାସ୍କ ପିନ୍ଧି କରୋନା ସତେଚନ କରାଉଛନ୍ତି।
#Viralvideo #CovidAwareness #Littlegirl #Covidpandemic #Odisha #ArgusNews