ଯାଜପୁର ବିଞ୍ଝାରପୁର କୁନି ଝିଅ ପିହୁ ନିଖାଜ ହେବା ଘଟଣାକୁ ବିତିଗଲା ୧୬ ମାସ । ପିହୁଙ୍କ ପରିବାର ଲୋକ କାନ୍ଦି କାନ୍ଦି ଆଖିରୁ ଲୁହ ଶୁକିଗଲାଣି, ତଣ୍ଟି ଫଟାଇ ନ୍ୟାୟ ମାଗି ମାଗି ବିଧାନସଭା ଆଗରେ ବି ଅନେକ କାକୁତି ମିନତି ହୋଇଛନ୍ତି। ବିରୋଧୀ ବି ରାଜ୍ୟ କମ୍ପାଇଲେ, ହେଲେ ରାଜ୍ୟସରକାର ସତେଯେମିତି କାନରେ ହାତ ଦେଇ ବସିଛନ୍ତି
#Jajpur #Binjharpur #PihuMissingCase #JajpurPihu #Odisha #ArgusNews