ସେବାୟତ ପରିବାରରେ ହୋଇଛି ତାଙ୍କର ଜନ୍ମ। ଏହି ସେବାୟତ ହେଉଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୁଦର୍ଶନ ପୂଜାପଣ୍ତା ସାମନ୍ତଙ୍କ ପୁଅ ଲକ୍ଷ୍ମୀନୃସିଂହ ପୂଜାପଣ୍ତା। ତାଙ୍କ ଘରେଏକ କୁନି ରଥ ନିର୍ମାଣ କରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି।
#ArgusNews #Odisha #Puri #Sebayata