କୁନି ରାଜବୀର ପାଇଁ ସରକାର ଏତେ ନିର୍ଦ୍ଦୟ ଓ ପଥର କିପରି ? ପ୍ରତିଶ୍ରୁତି ଓ ଦରଖାସ୍ତରେ ଛନ୍ଦି ହେଉଛନ୍ତି ରାଜବୀରଙ୍କ ମା' । ମୃତ୍ୟୁ ଆଡକୁ ଭିଡି ହେଉଛି ରାଜବୀରର ଜୀବନ । ପୁଅକୁ ବଞ୍ଚାଇବା ପାଇଁ ଦରକାର ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ।
#Rajveer #Treatment #NeedHelp #HelpForRajveer #Phulbani #Odisha #ArgusNews