କୂଅରେ ପଡି ଉଦ୍ଧାର ଶିଶୁ କନ୍ୟା ମୃତ ।
ବଞ୍ଚିଥିବଭାଵି ଝିଅକୁ ୨କିମି ରାସ୍ତା ବୋହି ଆଣିଲା ବାପା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଅସାବଧାନତା ହେତୁ ପାଖରେ ଥିବା କୂଅରେ ପଡ଼ିଯାଇଥିଲା । କିଛି ସମୟ ପରେ କୂଅରୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିଲା କିନ୍ତୁ ଗାଁ ଭିତକୁ ରାସ୍ତା ନଥିବାରି ଗାଡି ୨ କିମି ଦୂରରେ ଅଟକିରହିଥିଲା । ଶେଷରେ ହତଭାଗା ବାପା ଝିଅକୁ ବଞ୍ଚାଇବା ପାଇଁ ଝିଅକୁ କାନ୍ଧେଇ ଦୁଇ କିମି ରାସ୍ତା ଚାଲିଲେ
#Sambalpur #redhakhol #Childdeath #Ambulance #RoadProblem #Odisha #ArgusNews