କଟକ କନ୍ଦରପୁର ବ୍ଲକ କୃଷକ ସମବାୟ ସମିତିରେ ଜମାକାରୀଙ୍କ ପାଖାପାଖି କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ । ପ୍ରତିବାଦରେ ସମବାୟ ସମିତି କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କୁ ପକାଗଲା ତାଲା।ବାହାର ପଟୁ ତାଲା ପକାଇ ଧାରଣାରେ ବସିଛନ୍ତି ଜମାକାରୀ ।
#Farmers #CooperativeSociety #Cuttack #depositors #Embezzlement #protest #ArgusNews