ଧାନ ମଣ୍ଡିରୁ କିପରି ସମସ୍ତ ଚାଷୀଙ୍କ ଧାନ ଉଠିବ ତାର ବ୍ୟବସ୍ଥା କରାଯାଉ ଏବଂ କେନ୍ଦ୍ର ସରକାର ଯାହା ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତାହା ଚାଷୀ ସମ୍ପୂର୍ଣ ପାଉ। ପ୍ରେସମିଟ୍ କରି ପୂର୍ବତନ ରାଜସ୍ବମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ କହିଛନ୍ତି ।
#ArgusNews #ArgusNewsTv #Odisha #BJP #Pressmeet #ManmohanSamal #FarmersIssue