ଉତ୍ତର ଭାରତୀୟଙ୍କ ଗଣ ପର୍ବ ଛଟ୍ ପୂଜା କେଉଁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅତି ଧୁମଧାମରେ ପାଳିତ ହେଉଛି । ବିହାର ରାଜ୍ୟର ଏହି ପର୍ବ ଏବେ ଭାରତର ବିଭିନ୍ନ ସ୍ଥାନରେ ପାଳିତ ହେବା ସହିତ ବିଶ୍ୱ ଆଦୃତ ହୋଇ ପାରିଛି
#Keonjhar #ChhathPuja #Champua #Festival #Bihar #Odisha #ArgusNews