#କେଉଁ_ଦଳରୁ_ଲଢିବେ_ସୁରଙ୍କ_ଦୁଇ_ପୁଅ ?
ଆଉ ନିର୍ବାଚନ ଲଢିବେ ନାହିଁ କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁରଙ୍କ ପରେ ମଇଦାନକୁ ଓହ୍ଲାଇବେ ଦୁଇପୁଅ ମନ୍ମଥ ଓ ସିଦ୍ଧାର୍ଥ । ମନ୍ମଥ କଂଗ୍ରେସ ଟିକେଟରୁ ଜଟଣୀରୁ ବିଧାୟକ ଭାବେ ଲଢିବେ ।
#SuraRoutray #Congress #MLA #announces #sonsentry #politics #Odisha #ArgusNews