କେତେବେଳେ ଜୋତା ପଲିସ ତ କେତେବେଳେ ହୋମଯଜ୍ଞ । ପୁଣି କେତେବେଳେ ମୁଣ୍ଡନ ତ କେତେବେଳେ କୋକେଇ ଯାତ୍ରା । ବ୍ରହ୍ମପୁର ଟାଟା ପାୱାର କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ବିଜୁଳି କର୍ମଚାରୀ ସଂଘର ଦିର୍ଘ 8 ମାସ ଧରି ଚାଲିଛି ଆନ୍ଦୋଳନ । କୌଣସି ସମାଧାନର ବାଟ ନ ଫିଟିବାରୁ ସାରା ଦକ୍ଷିଣ ଓଡ଼ିଶାର ଆଉଟସୋର୍ସ କର୍ମଚାରୀ ମାନେ ଅଭିନବ ଉପାୟରେ କରୁଛନ୍ତି ଆନ୍ଦୋଳନ ।
#Barampur #TataPower #workers #protest #electricalworkers #Odisha #ArgusNews