କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକରେ ପିଇଓଙ୍କୁ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓ ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ଆକ୍ରମଣ କରିବା ଘଟଣାରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେପିର ଏକ ପ୍ରତନିଧି ଦଳ ।
#ArgusNews #Odisha #Keonjhar #PoliceDG #BJP #Meet