ଜଳକଷ୍ଟ। କେନ୍ଦୁଝର ଆନନ୍ଦପୁର ମୁନସିପାଲଟିରେ ପାନୀୟ ଜଳର ସମସ୍ୟା। ମାସ ମାସ ଧରି ଲାଗିରହିଛି ସମସ୍ୟା। ୧୪ ନମ୍ବର ଓ ୧୫ ନମ୍ବର ୱାର୍ଡବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ପ୍ରମୁଖ ସମସ୍ୟା ଭାବେ ଉତ୍ତା ହୋଇଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ମୁନସିପାଲଟି ପକ୍ଷରୁ ତିଆରି ହୋଇଥିବା ପମ୍ପ ଅଚଳ
#Keonjhar #Municipality #WaterProblem #Odisha #ArgusNews