କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଓଡ଼ିଶା ଫେରିଲେ ଓମାନରେ ଫସିରହିଥିବା ସମସ୍ତ ପ୍ରବାସୀ ଓଡ଼ିଆ। ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରିବାରେ ତ୍ବରିତ ପଦକ୍ଷେପ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।
#UnionMinister #DharmendraPradhan #Migrants #Returns #Odisha #ArgusNews