ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ଉଦଳା ଗସ୍ତରେ ଆସିଛନ୍ତି । ଉଦଳା ଗସ୍ତରେ ଆସିଥିବା ବେଳେ ଦଳୀୟ କର୍ମୀମାନେ ଉଦଳା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ୱାଗତ କରିଥିଲେ
#Mayurbhanj #Centralinister #BishweswarTudu #Odisha #ArgusNews