ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ଵ । ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ଵରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଓ 7 ଜଣଙ୍କୁ ସହପ୍ରଭାରୀ ଦାୟିତ୍ଵ । ସମସ୍ତଙ୍କୁ ଦାୟିତ୍ବ ଦେଲେ BJP ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଧର୍ମେନ୍ଦ୍ରଙ୍କ ହାତରେ ଉତ୍ତର ପ୍ରଦେଶର ଆହ୍ବାନ ଓ ସମ୍ଭାବନା I