କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କର ଦିନକିଆ ସମ୍ବଲପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ନାଇଟ କୋଚ ବସରେ ସମ୍ବଲପୁର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସକାଳୁ ସମ୍ବଲପୁରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କୁ ସ୍ବାଗତ ଜଣାଇଥିଲେ ବିଧାୟକ ନାଉରି ନାୟକ, ଜିଲ୍ଲା ସଭାପତି ଗିରିଷ ପଟେଲ ଓ ବିଜେପି କର୍ମୀ ।
#unionMinister #BisheshwarTudu #Sambalpurtour #coachbus #MLA #BJP #Sambalpur #Odisha #ArgusNews