କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କେନ୍ଦୁଝର ଗସ୍ତ । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଘଟଗାଁ ପୀଠର ମା ତାରିଣୀଙ୍କୁ ଦର୍ଶନ କରି ଫେରିବା ପରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।
#Welcome #Keonjhar #BishweswarTudu #TribalWelfare #BJP #Tour #ArgusNews