#ବଦଳିବ_ମାଲକାନଗିରି_ଜିଲ୍ଲାର_ଚିତ୍ର
ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ୍ ପାଇଁ ସର୍ଭେ କାମ ଆରମ୍ଭ । ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସି ସର୍ଭେ କରିଛନ୍ତି । ଜିଲ୍ଲାକୁ ରେଳ ଚଳାଚଳ କରୁନଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି ଜିଲ୍ଲାବାସୀ । ଏବେ ଓଡ଼ିଆ ସାଂସଦ ରେଳ ମନ୍ତ୍ରୀ ଥିବାରୁ ଶୀଘ୍ର ରେଳ ଚଳାଚଳ କରିବ ବୋଲି ଅଶାବାଦୀ ଅଛନ୍ତି ।
#ArgusNews #Odisha #ArgusNewsTv #Malkangiri #railwaysurvey