କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ ଭାବେ ପ୍ରସ୍ତୁତ କରାଯାଉଛି ବିଦେଶୀ ମଦ । କେନ୍ଦ୍ରାପଡ଼ା ଅବକାରୀ ପୋଲିସର ଚଢ଼ାଉରେ କେନ୍ଦ୍ରାପଡ଼ା ବାରୁଅ ଗାଁର ମଦ ମାଫିଆ ଶ୍ରୀଧର ଦାସଙ୍କୁ ଗିରଫ କରାଯାଇଛି । ଶ୍ରୀଧର ଦୀର୍ଘ ଦିନ ଧରି ନିଜ ଘରେ ବିଭିନ୍ନ କେମିକାଲରୁ ପ୍ରସ୍ତୁତ କରୁଥିଲା ବିଦେଶୀ ମଦ I
#Kendrapada #wine #ArgusNews #Odisha