କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ। କେଭିନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ପାନ ମସଲା, ମନୋହରୀ ଓ ତେଜରାତି ସାମଗ୍ରୀ ଜଳି ଯାଇଛି। ଦୋକାନୀ ଜଣକ ରାତିରେ ଦୋକାନ ବନ୍ଦ କରି ଶୋଇଥିବା ସମୟରେ ନିଆଁ ଲାଗିଥିଲା।
#Kendrapara #Garadpur #petrolpump #shop #fire #Odisha #ArgusNews