କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦଳ ଅଂଚଳର +2ଛାତ୍ରୀଙ୍କ ଅଶ୍ଲିଳ ଭିଡିଓ ଭାଇରାଲ ହେବା ପରେ ଏସପି ଅଫିସକୁ 8 ରୁ 9 ଥର ଦୈାଡିବା ପରେ ମଧ୍ୟ ଏସପି ଅଫିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଆସନ୍ତୁ ସିଧାସଳଖ ଶୁଣିବା କଣ କହୁଛନ୍ତି ପୀଡିତା
#ArgusNews #Odisha #ArgusNewsTV #Kendrapada #SPOffice #loveexpose