କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବାଳକାଟୀ ପଂଚାୟତରେ ଦଳିତ ପରିବାରଙ୍କୁ ଶାସକ ଦଳର ସରପଞ୍ଚଙ୍କ ଆକ୍ରମଣ ଅଭିଯୋଗ। ସରପଞ୍ଚଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ନବକିଶୋର ସାହୁ। ଘଟଣାର ଚାରିଦିନ ପରେବି ଚୁପ ବସିଛି ପୋଲିସ।
#ArgusNews #Odisha #ArgusNewsTv #Kendrapara #sarpanchattack