#କେନ୍ଦ୍ରୀୟ_ଟିମର_ସରଜମିନ_ତଦନ୍ତ
କେତେ କ୍ଷୟକ୍ଷତି ହୋଇଛି ୟଶ ପ୍ରଭାବରେ । ଟିକିନିଖି ଯାଂଚ କରୁଛନ୍ତି ସେଂଟ୍ରାଲ ଟିମ । ବାତ୍ୟା ୟଶ ଏମିତି ଦୁଃଖ ଦେଇଛି ଯେତେ କହିଲେ ବି ସରୁନି । ଆଜି ଯେତେବେଳେ କେନ୍ଦ୍ରୀୟ ଟିମ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବାକୁ ଆସିଥିଲେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।
#ArgusNews #ArgusNewsTv #Odisha #Cyclone_Yass #Central_Team