#କେବେ_କାର୍ଯ୍ୟକ୍ଷମ_ହେବ_ବସଷ୍ଟାଣ୍ଡ?
କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଉଦଘାଟନର ଦୀର୍ଘ ମାସ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଅନ୍ୟପଟେ ସହରେ ମଝିରେ ବସ୍ ଅଟକୁ ଥିବାରୁ ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖାଦେଇଛି । ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସହରରୁ ଦେଖିବା ଏହି ରିପୋର୍ଟ
#Nuapada #kariara #NewBusStand #trafficjam #KhariaraRoad #Odisha #ArgusNews