#କୁଆଡେ_ଗଲା_ସରକାରଙ୍କ_ପକ୍କା_ଘର_ଯୋଜନା?
ଗରିବଙ୍କ ମୁଣ୍ଡରେ ଛାତ ଦେବା ପାଇଁ ସରକାର କରୁଛନ୍ତି ବିଭିନ୍ନ ପ୍ରକାର ଯୋଜନା । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ । ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳୁ ନଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ଦୁଇ ଦୁଇଟି ଘର
#ArgusNews #Odisha #Balasore #AbasYojana