ଚାଷୀଙ୍କର୍ ପିଛା ନାଇ ଛାଡବାର୍ ଦୁଃଖ୍। କେତେବେଲକେ ପ୍ରକୃତି ଦାଉ ସାଝୁଛେ ତ କେତେବେଲ କେ ମଣ୍ଡି ସମସ୍ୟା । ବିକ୍ରି ନାଇ ହେଇ ପାରବାର୍ ନୁ ଖଲାନେ ପଡି ରହିଛେ କୁଇଣ୍ଟାଲ୍ କୁଇଣ୍ଟାଲ୍ ଧାନ୍ । ମୋବାଇଲକେ ମେସେଜ ଆସବା ପରେ ବି ଖୁଲ୍ବାର ନାଇ ମଣ୍ଡି
#ArgusNews #Odisha #ArgusNewsTV #NewsChannel #Sambalpur #Kuchinda #farmer_problem